Zinger Hengu Rice "ଅଦା-ହେଙ୍ଗୁ ଖେଚୁଡ଼ି"


"ଅଦା-ହେଙ୍ଗୁ ଖେଚୁଡ଼ି"


ଆସନ୍ତୁ ଜାଣିବା ଓଡ଼ିଆ ଙ୍କ ଆଉ ଏକ ପାରମ୍ପରିକ ରୋଷେଇ ବିଷୟରେ, ଅଦା ହେଙ୍ଗୁ ଖେଚୁଡ଼...

ସୁଚିସ୍ମିତା ଶତପଥୀ






  • ଏକ ଚାମଚ ହେଙ୍ଗୁ ପକାଇବେ । ଭଜା ମୁଗ ଏକ ମୁଠା ଏବଂ ଅରୁଆ ଚାଉଳ ୪ ମୁଠା ଧୋଇ ପକାଇବେ । ଏବେ ଏକ ଚାମଚ ଚିନି ପକାଇବେ ଓ ସ୍ୱାଦ ଅନୁସାରେ  ଲୁଣ ପକାଇବେ ।
  • ସବୁକୁ  ଗୋଳାଇ ନେବେ, ତା ପରେ ସେଥିରେ ଗୋଟେ ଗ୍ଲାସ ପାଣି ଦେଇ ପ୍ରେସର ର ଘୋଡଣୀ ବନ୍ଦ କରିଦେବେ । ଦୁଇଟି ସିଟି ଦେବା ପରେ ଗ୍ୟାସ ବନ୍ଦ କରିଦେବେ । 
  • ୫ ମିନିଟ ଅପେକ୍ଷା କରି ବଡ  ଲେମ୍ବୁ ଫାଳେ ସେଥିରେ ଚିପୁଡି ଦେବେ ଓ ଭଲ ଭାବରେ  ତାକୁ ଗୋଳେଇ ନେବେ ।
  • ପ୍ରସ୍ତୁତ ହେଇଗଲା ଆପଣଙ୍କ ପ୍ରିୟ "ଅଦା-ହେଙ୍ଗୁ ଖେଚୁଡ଼ି" 

ତା ସହ ଆପଣ କୌଣସି ଡାଲମା କିମ୍ବା ତରକାରୀ ପ୍ରସ୍ତୁତ କରି ପରୋଶୀ ପାରିବେ ।

ଅଦା



ହେଙ୍ଗୁ


ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଦ୍ଵାରା ପ୍ରସ୍ତୁତ କୌଣସି ପାକପଦ୍ଧତି ଆନିମେସନଓଡ଼ିଶା ର ମାସିକ ପତ୍ରିକା ରେ ପ୍ରକାଶ ପାଇବାକୁ, 

ତେବେ ଆପଣ ଆମ ସହ Mail (  theanimationodisha.com  ) ରେ ଯୋଗାଯୋଗ କରିପାରିବେ  


No comments:

Post a Comment